Author page: superadmin

ଆମ ଢେଙ୍କାନାଳ ର ଗୌରବ, ଓଡ଼ିଆ ଶାସ୍ତ୍ରୀୟ ଭାଷା ର ପ୍ରଥମ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଗବେଷକ, ପଦ୍ମଶ୍ରୀ ପଣ୍ଡିତ ଡ଼କ୍ଟର ଅନ୍ତଯାମୀ ମିଶ୍ର ଙ୍କୁ ସାକ୍ଷାତ କରି ମୋ ଓଡ଼ିଆ ଅନୁବାଦ କବିତା ପୁସ୍ତକ “ଏକ ଯାତ୍ରା “-ନରେନ୍ଦ୍ର ମୋଦି ଙ୍କ କାବ୍ୟ ମାନସ ପ୍ରଦାନ କରିଲି